ଚନ୍ଦକା ଜଙ୍ଗଲରେ ପ୍ରଥମ: ବିସ୍ଫୋରକ ସାମଗ୍ରୀ ପାଇଁ ଅସହ୍ୟ ଯନ୍ତ୍ରଣାରେ ୧୬ ଦିନ ପରେ ଦନ୍ତାର ମୃତ୍ୟୁ

ଭୁବନେଶ୍ୱର : ବିସ୍ଫୋରକ ସାମଗ୍ରୀ ଦ୍ୱାରା ହାତୀର ମୃତ୍ୟୁ ହେବା ଓଡ଼ିଶାରେ ନୂଆ ଘଟଣା। ଯଦିଓ ପୂର୍ବରୁ ଏଭଳି ଘଟଣା କେରଳରେ ଦେଖିବାକୁ ମିଳିଥିଲା, ତେବେ ଭୁବନେଶ୍ୱର ଉପକଣ୍ଠରେ ଶିକାରୀଙ୍କ ଏଭଳି ବର୍ବର ଶିକାର ଶୈଳୀକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ପ୍ରଶ୍ନ ଉଠୁଛି, ବାର୍‌ହା ଶିକାରୀ ପକାଇଥିବା ବିସ୍ଫୋରକ ଦ୍ବାରା ଦନ୍ତାର ଜୀବନ ଗଲା, ନା ହାତୀ ଶିକାର ପାଇଁ ଶିକାରୀ ଆପଣେଇଥିଲେ ଏ ଫର୍ମୁଲା? କିଭଳି … Continue reading ଚନ୍ଦକା ଜଙ୍ଗଲରେ ପ୍ରଥମ: ବିସ୍ଫୋରକ ସାମଗ୍ରୀ ପାଇଁ ଅସହ୍ୟ ଯନ୍ତ୍ରଣାରେ ୧୬ ଦିନ ପରେ ଦନ୍ତାର ମୃତ୍ୟୁ